ବୈଜନକ Ba̲i̱janaka

  • ସଂ. ବି (ବିଜନକ+ଆ) — ଜନ୍ମମାସ; ଯେଉଁ ମାସରେ କୌଣସି ସନ୍ତାନ ଜନ୍ମ ହୋଇଥାଏ — The month of the year in which a child has born