ବୈଚିତ୍ର୍ଯ

  • ସଂ. ବି (ବିଚିତ୍ର+ଭାବ. ଯ) — ବିଚିତ୍ରତା; ଚମତ୍କାରିତ୍ୱ; ନାନାରୂପତା — Variety; diversity
  • ସଂ. ବି (ବିଚିତ୍ର+ଭାବ. ଯ) — ସୌନ୍ଦର୍ଯ୍ଯ — Beauty; elegance; grace