ବୈକୁଣ୍ଠବାସୀ Ba̲i̱kunṭhabāsī
- ସଂ. ବି. ପୁଂ (ବୈକୁଣ୍ଠବାସିନ୍; 1 ମା. 1 ବ) — ବିଷ୍ଣୁ — Bishṇu
- ସଂ. ବି. ପୁଂ (ବୈକୁଣ୍ଠବାସିନ୍; 1 ମା. 1 ବ) — ଯେଉଁ ବିଷ୍ଣୁ— ଭକ୍ତମାନେ ମର ଦେହ ତ୍ୟାଗ କରିବା ପରେ ବୈକୁଣ୍ଠପୁରୀରେ ବାସ କରୁଅଛନ୍ତି — The devotees of Bishṇu who after death tranmigrate to and permanently reside in Paradise