ବୈକ୍ରାନ୍ତ Ba̲i̱rānta

  • ସଂ. ବି (ବିକ୍ରାନ୍ତ+ଅ) — ବିକ୍ରାନ୍ତମଣି; ଚୁନ୍ନୀ — A sort of gem; ruby
  • ସଂ. ବି (ବିକ୍ରାନ୍ତ+ଅ) — [ଦ୍ର—ଏହା ଶ୍ୱେତ, ରକ୍ତ ଓ ନୀଳ ଭେଦରେ 3 ପ୍ରକାର।] — [ଦ୍ର—ଏହା ଶ୍ୱେତ, ରକ୍ତ ଓ ନୀଳ ଭେଦରେ3ପ୍ରକାର]
  • ସଂ. ବି (ବିକ୍ରାନ୍ତ+ଅ) — ସ୍ପର୍ଶମଣି — Touch-stone; the philosopher's stone
  • ସଂ. ବି (ବିକ୍ରାନ୍ତ+ଅ) — ଚୁମ୍ବକପଥର — Loadstone; magnet