ବେଣ୍ଡା Beṇḍā

  • ଦେ. ବି — (ଘର ଆଦିରେ) ଦୁଆର ମୁହଁରେ ଲାଗିଥିବା ତାଟିକୁ ଭିତର ଆଡ଼ୁ ଟାଣି ଅଟକାଇବା ପାଇଁ ବ୍ୟବହୃତ ବାଉଁଶ ବା କାଠର ଧଡ଼ା; ତାଟି ଧଡ଼ା; ତାଟି କିଳା — A bar of wood or bamboo used to keep. the Tāṭi of a house-door tight by means of a rope attached to both
  • ଦେ. ବି — [ଦ୍ର—ଏହି ଧଡ଼ାର ମଝି ଓ ତାଟିର ମଝିକୁ ଖଣ୍ଡିଏ ଦଉଡ଼ା ଯାପି ଧରି ରଖିଥାଏ।]