ବେତ ଖାଇବା Beta khāibā

  • ଦେ. କ୍ରି — ବେତଦ୍ୱାରା ପ୍ରହୃତ ହେବା — To be caned; to be struck with cane
  • ଦେ. କ୍ରି — (ଉ—ନ ଚେତିଲ ଖାଇ ବିପଦର ବେତ—ରାଧାନାଥ ଦରବାର।)