ବେଣ୍ଟୋଳା Beṇṭoḻā

  • ଦେ. ବି — ମଲ୍ଲକଢ଼ୀ ନାମକ ସ୍ତ୍ରୀମାନଙ୍କର ଉପର କାନରେ ପିନ୍ଧିବା ଅଳଙ୍କାର — A kind of dumb-bell shaped ornament for the upper part of the ear
  • ଦେ. ବି — (ଉ—ବେଣ୍ଟଲା ଫୁଲ ଝଲକା ତାଟଙ୍କ କବିସୂର୍ଯ୍ୟ ଚନ୍ଦ୍ରକଳା।)
  • ଦେ. ବି — ବେଣ୍ଟୁଆ (ଦେଖ) — Beṇṭuā (See)