ବେଣ୍ଟୁଆ Beṇṭuā

  • ଦେ. ବି — ଛୋଟ ବେଣ୍ଟଯୁକ୍ତ କାଠର ବା ମାଟିର ଏକ ପ୍ରକାର ପାତ୍ର; ଧାନକଢ଼ା କାଠୁଆ — A wooden ladle with a small handle
  • ଦେ. ବି — [ଦ୍ର— ଏହା ଦ୍ୱାରା ଧାନଉଷୁଆଁ ହାଣ୍ଡିରୁ ଉଷୁମ ଧାନ କାଢ଼ନ୍ତି ଓ ନାହାରୁ ପାଣି କାଢ଼ନ୍ତି।]