ବେଣ୍ଟ୍ ହେବା Beṇṭ hebā

  • ପ୍ରାଦେ (ଗଡ଼ଜାତ) କ୍ରି — ମଲା ବାଛୁରୀ କିମ୍ବା ମଇଁଷି ଛୁଆ ମା'ର ଗର୍ଭ ଭିତରେ ରହି ଯିବା — The state of a dead calf remaining inside the womb of a cow or buffalo