ବୁନ୍ଦିଆ Bundiā

  • ଦେ. ବି (ସଂ. ବିନ୍ଦୁ) — ଚାଉଳର ବା ବୁଟ ବେସନର ପିଠଉକୁ ଜାଲିଚଟୁର ଛିଦ୍ରଦ୍ୱାରା ଫୁଟୁଥିବା ଘିଅ ବା ତେଲ ଉପରେ଼ ପକାଇ କରାଯିବା ଏକପ୍ରକାର ଗୋଲଗୋଲ ବା ଲମ୍ବା ଛୋଟ ଆକୃତି ବିଶିଷ୍ଟ ମିଠାଇ — A kind of sweetmeat