ବୁନ୍ଦା ଦେବା Bundā debā

  • ଦେ. ବି — କଲମଦ୍ୱାରା କାଗଜ ଆଦି ଉପରେ ଗୋଟିଏ ବିନ୍ଦୁ ଲେଖିବା — To put a dot with the pen on a paper; to write
  • ଦେ. ବି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟର ପ୍ରଥମ ଆରମ୍ଭ କରିବା — (Figurative) To begin a work