ବୁନ୍ଦା Bundā

  • ଦେ. ବି—(ସଂ. ବିନ୍ଦୁ; ହି. ବୁନ୍ଦା) — ବିନ୍ଦୁ ଟୋପା — Drop
  • ଦେ. ବି—(ସଂ. ବିନ୍ଦୁ; ହି. ବୁନ୍ଦା) — କଲମ ମୁନରେ କାଗଜ ଆଦିର ମାରିବା ବିନ୍ଦୁ — A dot with the tip of the pen