ବୁନ୍ଦେଲ୍ ଡୁଲି Bundel ḍuli

  • ପ୍ରାଦେ (ସମ୍ବଲପୁର) ବି — ଯେଉଁ ଖାଲୁଆ ଜମିରେ ନିକଟବର୍ତ୍ତୀ ଉଚ୍ଚ ଜମିମାନଙ୍କରୁ ପାଣି ଗଡ଼ି ଆସି ଜମା ହୁଏ — Low land into which water from the surrounding higher lands flow and accumulate