ବୁନ୍ଦେଲା Bundelā
- ଦେ. ବି. (ନାମ) — ଉତ୍ତର ଓ ମଧ୍ୟ ଭାରତବାସୀ କ୍ଷତ୍ରିୟ ରାଜବଂଶବିଶେଷ — A dynasty of Kshatriya kings residing in the northern and central India
- ଦେ. ବି. (ନାମ) — [ଦ୍ର—ଏମାନେ ଗହରବାର ବଂଶର ଏକ ଶାଖା ଥିବାର କଥିତ। ଏହି ବଂଶର ଆଦିପୁରୁଷ ଆପଣା ଦେହ ଚିରି ରକ୍ତକୁ ବିନ୍ଧ୍ୟବାସିନୀ ଦେବୀଙ୍କୁ ବଳି ଦେଇଥିଲେ। ଖ୍ରୀ. 14 ଶ ଶତାବ୍ଦୀରେ ଏମାନେ ବୁନ୍ଦେଲ୍ ଖଣ୍ଡ ଅଞ୍ଚଳରେ ପ୍ରତାପଶାଳୀ ହୋଇଥିଲେ ଓ ଏହାଙ୍କ ନାମ ଅନୁସାରେ ଏ ଅଞ୍ଚଳର ବୁନ୍ଦେଲ୍ଖଣ୍ଡ ନାମ ହେଲା] ପ୍ରାଦେ (ପୁରୀ ପଣ୍ଡାଙ୍କ ବ୍ୟବହୃତ) — [ଦ୍ର—ଏମାନେ ଗହରବାର ବଂଶର ଏକ ଶାଖା ଥିବାର କଥିତ ଏହି ବଂଶର ଆଦିପୁରୁଷ ଆପଣା ଦେହ ଚିରି ରକ୍ତକୁ ବିନ୍ଧ୍ୟବାସିନୀ ଦେବୀଙ୍କୁ ବଳି ଦେଇଥିଲେ ଖ୍ରୀ.14ଶ ଶତାବ୍ଦୀରେ ଏମାନେ ବୁନ୍ଦେଲ୍ ଖଣ୍ଡ ଅଞ୍ଚଳରେ ପ୍ରତାପଶାଳୀ ହୋଇଥିଲେ ଓ ଏହାଙ୍କ ନାମ ଅନୁସାରେ ଏ ଅଞ୍ଚଳର ବୁନ୍ଦେଲ୍ଖଣ୍ଡ ନାମ ହେଲା] ପ୍ରାଦେ (ପୁରୀ ପଣ୍ଡାଙ୍କ ବ୍ୟବହୃତ)
- ବି ଓ ବିଣ — ବୁନ୍ଦେଲ ଖଣ୍ଡ ଅଞ୍ଚଳବାସୀ ଯାତ୍ରୀ — Pilgrims hailing from Bundelkhand