ବୁନୋସ୍ Bunos

  • ଦେ. ବି—(ନାମ) — ରାଜସ୍ଥାନସ୍ଥ ନଦୀ ବିଶେଷ — A river in Rajasthan
  • ଦେ. ବି—(ନାମ) — [ଉ—ଯେ ଦେଶେ ବୁନୋସ ତଟେ ପୁଷ୍ପବନେ ଗନ୍ଧର୍ବ ଲଳନା କରି ଗାୟନ। ନନ୍ଦକିଶୋର କୃଷ୍ଣକୁମାରୀ।]