ବୁନିଆତ୍ ଖୋଳିବା Buniāt khoḻibā

  • ଦେ. କ୍ରି — ଘରର ବା କାନ୍ଥର ମୂଳ ଭିତ୍ତିକୁ ଖୋଳିବା — To dig the foundation
  • ଦେ. କ୍ରି — (ଲକ୍ଷଣାର୍ଥ; ମନ୍ଦାର୍ଥ) କୌଣସି ବଂଶର ପୂର୍ବ ଇତିହାସ ପ୍ରକାଶ କରିବା — (figurative) To divulge the origin or past history of a family (ordinarily in a bad sense.)