ବୀକ୍ଷ୍ୟ Bīkshya

  • ସଂ. ବିଣ (ବି+ଈକ୍ଷ୍ ଧାତୁ= ଦେଖିବା+କର୍ମ. ଯ) — ଦର୍ଶନୀୟ — Visible; perceptible
  • ସଂ. ବିଣ (ବି+ଈକ୍ଷ୍ ଧାତୁ= ଦେଖିବା+କର୍ମ. ଯ) — ସୁନ୍ଦର — Beautiful
  • ସଂ. ବି — ବିସ୍ମୟ — Wonder
  • ସଂ. ବି — ନୃତ୍ୟ — Dancing
  • ସଂ. ବି — ଘୋଟକ — Horse
  • ସଂ. ବି — ନର୍ତ୍ତକ — Dancer