ବୀକ୍ଷଣୀୟ Bīkshaṇīya

  • ସଂ. ବିଣ (ବି+ଈକ୍ଷ୍ ଧାତୁ+କର୍ମ. ଅନୀୟ) — ଦର୍ଶନୀୟ — Visible
  • ସଂ. ବିଣ (ବି+ଈକ୍ଷ୍ ଧାତୁ+କର୍ମ. ଅନୀୟ) — ମନୋଯୋଗ ସହକାରେ ଦେଖିବାର ଯୋଗ୍ୟ — Observable
  • ସଂ. ବିଣ (ବି+ଈକ୍ଷ୍ ଧାତୁ+କର୍ମ. ଅନୀୟ) — ସୁନ୍ଦର — Beautiful