ବୀକ୍ଷଣ ପ୍ରୋକ୍ଷଣ Bhoga prokshṇa

  • ସଂ. ବି (ସହଚର) — ଭୋଗ ଦେବାପୂର୍ବରୁ ଭୋଗ ଦିଆଯିବା ବସ୍ତୁକୁ ମନୋଯୋଗ ପୂର୍ବକ ଦେଖି ପରୀକ୍ଷା କରିବା ଓ ତତ୍ପରେ ତହିଁ ଉପରେ ପାଣି ଛିଞ୍ଚିବା — Insepection of an offering and then sprinkling water on it before it is offered to a Deity