ବୀକାଶ Bīkāṡa

  • ସଂ. ବି (ବି+କାଶ୍ ଧାତୁ= ଦୀପ୍ତି ପାଇ+ ଭାବ. ଅ) — ବିକାଶ; ପ୍ରକାଶ — Manifestation; exhibition
  • ସଂ. ବି (ବି+କାଶ୍ ଧାତୁ= ଦୀପ୍ତି ପାଇ+ ଭାବ. ଅ) — ଗୋପନ — Concealment; privacy
  • ସଂ. ବି (ବି+କାଶ୍ ଧାତୁ= ଦୀପ୍ତି ପାଇ+ ଭାବ. ଅ) — ନିଭୃତି; ଏକାନ୍ତ ସ୍ଥାନ — Lonely place; loneliness