ବୀକ୍ଷଣ Bīkshaṇa
- ସଂ. ବି (ବି+ଈକ୍ଷ୍ ଧାତୁ= ଦେଖିବା+ଭାବ. ଅନ) — ମନୋଯୋଗ ପୂର୍ବକ ଦେଖିବା ଓ ପରୀକ୍ଷା କରିବା — Examining very carefully; observation
- ସଂ. ବି (ବି+ଈକ୍ଷ୍ ଧାତୁ= ଦେଖିବା+ଭାବ. ଅନ) — ନିରୀକ୍ଷଣ — Perceiving; beholding; seeing; viewing
- ସଂ. ବି (ବି+ଈକ୍ଷ୍ ଧାତୁ= ଦେଖିବା+ଭାବ. ଅନ) — ପରିଦର୍ଶନ — Inspection
- ସଂ. ବି (ବି+ଈକ୍ଷ୍ ଧାତୁ= ଦେଖିବା+ଭାବ. ଅନ) — ଭୋଗ ଦେବା ପୂର୍ବରୁ ଦେବତାଙ୍କୁ ଭୋଗ ଦିଆଯିବା ବସ୍ତୁକୁ ମନୋଯୋଗ ସହିତ ଦେଖି ପରୀକ୍ଷା କରିବା — Carefully examining and observing a thing before it is offered to a Deity