ବୀକ୍ଷକ Bīkshaka

  • ସଂ. ବିଣ ପୁଂ (ବି+ଈକ୍ଷ୍ ଧାତୁ= ଦେଖିବା+କର୍ତ୍ତୃ. ଅକ) — ନିରୀକ୍ଷଣକାରୀ — Observing; perceiving; seeing
  • ସଂ. ବିଣ ପୁଂ (ବି+ଈକ୍ଷ୍ ଧାତୁ= ଦେଖିବା+କର୍ତ୍ତୃ. ଅକ) — ପରିଦର୍ଶନକାରୀ — Inspecting
  • ସଂ. ବି — ପରିଦର୍ଶକ ବ୍ୟକ୍ତି — Observer; visitor; inspector