ବିଷାଣ Bishāṇa
- ସଂ. ବି—(ବିଷ୍ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ) — ପଶୁର ଶୃଙ୍ଗ — The horn of a beast
- ସଂ. ବି—(ବିଷ୍ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ) — ହସ୍ତୀ, ଶୁକର ଆଦିଙ୍କ ମୁନିଆ ଦାନ୍ତ — The pointed tusk of an elephant or boar
- ସଂ. ବି—(ବିଷ୍ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ) — ମେଷଶୃଙ୍ଗ ପରି ଫଳଯୁକ୍ତ ମେଷଶୃଙ୍ଗୀ ନାମକ ବୃକ୍ଷ; ମେଣ୍ଢାଶିଂଘା ଗୁଳ୍ମ — Screw tree
- ସଂ. ବି—(ବିଷ୍ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ) — (ଅନ୍ୟ ସଂ ନାମ—ମେଷଶୃଙ୍ଗୀ, ବିଷାଣୀ, ମେଷବଲ୍ଲୀ, ଅଜଶୃଙ୍ଗିକା, ହି. ମେଢ଼ାଶୀଂଗୀ; ବଂ. ଛାଗଲବେଁଟେ, ମେଡ଼ାଶଙ୍ଗୀ; ମ— ମେଣ୍ଡଫଳୀ, ଗୁ ମଡ଼ାଶିଙ୍ଗୀ, ଫା. କିସ୍ତ. ଆ. ବାର୍କିସ୍ତ।)
- ସଂ. ବି—(ବିଷ୍ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ) — ଶିଂଘା ବାଦ୍ୟ. — A sounding horn
- ସଂ. ବି—(ବିଷ୍ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ) — [ଉ— ବେଣୁ ବଇଁଶି ଯେ କାହାଳ, ବିଷାଣ ବେତ ଧରି କର। ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ।]
- ସଂ. ବି—(ବିଷ୍ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ) — କୁଟ; କୁଢ଼ ନାମକ ଔଷଧ (ହି. ଶ) — Kuṟḍ̠ẖa (See)
- ସଂ. ବି—(ବିଷ୍ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ) — ବାରାହୀ କନ୍ଦ (ହି. ଶ) — A kind of yam
- ସଂ. ବି—(ବିଷ୍ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ) — ଋଷଭକ (ହି. ଶ) — A rare medicinal herb
- ସଂ. ବି—(ବିଷ୍ ଧାତୁ=ବିଦୀର୍ଣ୍ଣ କରିବା+କର୍ତ୍ତୃ. ଆନ;+ ଈ) — ତେନ୍ତୁଳି (ହି. ଶ) — Tamarind
- ଦେ. ବି. — (ସଂ. ବିଷାୟନ) ବିଷଘଟିତ ଔଷଧ — Any medicine of which poison is an ingredient
- ଦେ. ବି. — (ସଂ.ବିଷ) ବିଷ — Poison