ବିଷାଣୀ Biṡhāṇī
- ସଂ. ବିଣ. ପୁଂ (ବିଷାଣିନ୍; ବିଷାଣ+ଅସ୍ତ୍ୟର୍ଥେ ଇନ୍; 1 ମା. 1 ବ.) — ଶୃଙ୍ଗବିଶିଷ୍ଟ — Horned
- ସଂ. ବି. ପୁଂ — ହସ୍ତୀ — 4. Elephant
- ସଂ. ବି. ପୁଂ — ବାରହା; ଶୂକର — Boar
- ସଂ. ବି. ପୁଂ — ଷଣ୍ଢ (ହି. ଶ.) — Bull
- ସଂ. ବି. ପୁଂ — ଶିଂଘଡ଼ା (ହି. ଶ) — Water chestnut
- ସଂ. ବି. ପୁଂ — ଋଷଭକ — A rare herb
- ସଂ. ବି. ପୁଂ — (ବିଷାଣ+ଈ) ସ୍ତ୍ରୀ—କ୍ଷୀରକାକୋଳୀ (ହି.ଶ)। — Kshirakākoḻī (See)
- ସଂ. ବି. ପୁଂ — ମେଣ୍ଢାଶିଂଘା (ହି. ଶ.) — The screw tree
- ସଂ. ବି. ପୁଂ — ବିଛୁଆତି (ହି. ଶ.) — The stinging nettle
- ସଂ. ବି. ପୁଂ — ତେନ୍ତୁଳି (ହି.ଶ.) — Tamarind
- ସଂ. ବି. ପୁଂ — ଶିଂଘଡ଼ା (ହି.ଶ) — Water chestnut
- ସଂ. ବି. ପୁଂ — ବିଷ; ଜହର (ହି.ଶ.) — Poison