ବିଷାକ୍ତ Bishākta

  • ସଂ. ବିଣ—(ବିଷ+ଅକ୍ତ=ଲେପିତ; 3 ୟା ତତ୍) — ବିଷ ମିଶ୍ରିତ — Mixed with poisons; poisoned
  • ସଂ. ବିଣ—(ବିଷ+ଅକ୍ତ=ଲେପିତ; 3 ୟା ତତ୍) — ଗରଳପୂର୍ଣ୍ଣ — Full of poison
  • ସଂ. ବିଣ—(ବିଷ+ଅକ୍ତ=ଲେପିତ; 3 ୟା ତତ୍) — ଯହିଁରେ ବିଷ ବୋଳାଯାଇଥାଏ; ବିଷଦିଗ୍ଧ — Smeared with poison