ବିଷହ୍ୟ Bishahyā

  • ସଂ. ବିଣ—(ବି+ସହ ଧାତୁ+କର୍ମ. ଯ; ଷତ୍ୱବିଧାନ) — ସହନୀୟ — Endurable (Apte)
  • ସଂ. ବିଣ—(ବି+ସହ ଧାତୁ+କର୍ମ. ଯ; ଷତ୍ୱବିଧାନ) — ନିଶ୍ଚେତ୍ୟ; ନିର୍ଣ୍ଣେୟ — Possible to be settled or determined (Apte)
  • ସଂ. ବିଣ—(ବି+ସହ ଧାତୁ+କର୍ମ. ଯ; ଷତ୍ୱବିଧାନ) — ସମ୍ଭବପର — Possible (Apte)