ବିଷା Bishā
- ସଂ. ବି—(ବିଷ+ଆ) — ଅତିବିଷା; ଅତୁଷି — Aconitum Heterophyllum
- ସଂ. ବି—(ବିଷ+ଆ) — ପିତା ତରଡ଼ା (ହି. ଶ) (ଦେଖ) — Bitter Luffa (creeper and fruit.)
- ସଂ. ବି—(ବିଷ+ଆ) — କୁଆମଇତା (ହି. ଶ) (ଦେଖ) — Kuāmaitā (See)
- ସଂ. ବି—(ବିଷ+ଆ) — ବିଷଲଙ୍ଗଳ (ହି. ଶ.) (ଦେଖ) — Wolfsbane
- ସଂ. ବି—(ବିଷ+ଆ) — କାକୋଳୀ (ହି. ଶ.) (ଦେଖ) — Kākoḻī (See)
- ସଂ. ବି—(ବିଷ+ଆ) — ବୁଦ୍ଧି (ହି. ଶ) — Intelligence