ବିଲଗନ Bilagana
- ଗ୍ରା. (ପଦ୍ୟ) ବିଣ (ସଂ. ବିଲଗ୍ନ) — ବିଶେଷରୂପେ ସଂଯୁକ୍ତ; ଦୃଢ଼ଲଗ୍ନ — Well—connected; intimately attached
- ଗ୍ରା. (ପଦ୍ୟ) ବିଣ (ସଂ. ବିଲଗ୍ନ) — [ଉ—ବିଲଗନ ତଳରେ ଉପରେ ରମ୍ଭା ସ୍ଥିତି—ଭଞ୍ଜ. ବୈଦେହୀଶବିଳାସ।]
- ଗ୍ରା. (ପଦ୍ୟ) ବିଣ (ସଂ. ବିଲଗ୍ନ) — ଅସଂ— ଯୁକ୍ତ — Unconnected