ବିଲକ୍ଷିବା Bilakshibā
- ଦେ. କ୍ରି (ପଦ୍ୟ) (ସଂ. ବି+ ଲକ୍ଷ ଧାତୁ) — ତୁଳ— ନାରେ ହେୟ ଜ୍ଞାନ କରିବା — To judge a thing as undeserving of comparison
- ଦେ. କ୍ରି (ପଦ୍ୟ) (ସଂ. ବି+ ଲକ୍ଷ ଧାତୁ) — ଦେଖିବା — To see
- ଦେ. କ୍ରି (ପଦ୍ୟ) (ସଂ. ବି+ ଲକ୍ଷ ଧାତୁ) — [ଉ— ବିଲକ୍ଷିଲେ ଲଙ୍କାଗଡ଼ ପାତାଳର ପରି—ଭଞ୍ଜ. ବୈଦେହୀଶବିଳାସ।]
- ଦେ. କ୍ରି (ପଦ୍ୟ) (ସଂ. ବି+ ଲକ୍ଷ ଧାତୁ) — ପରୀକ୍ଷା କରିବା — To examine
- ଦେ. କ୍ରି (ପଦ୍ୟ) (ସଂ. ବି+ ଲକ୍ଷ ଧାତୁ) — ନିରେଖି ଦେଖିବା — To obserrve; to mark