ବିଲଗାଇବା Bilagāibā

  • ଦେ. (ପଦ୍ୟ) କ୍ରି (ସଂ. ବିଲଗ୍ନ) — ପୃଥକ୍ କରିବା; ଅଲଗା କରିବା — To separate
  • ଦେ. (ପଦ୍ୟ) କ୍ରି (ସଂ. ବିଲଗ୍ନ) — ହୁଗୁଳା କରିବା — To slaken; to loosen