ବିଲଗ୍ନ Bilagna
- ସଂ. ବିଣ (ବି+ଲଗ୍ ଧାତୁ=ଲାଗିଯିବା+କର୍ମ ତ) — ସଂଯୁକ୍ତ — Connected
- ସଂ. ବିଣ (ବି+ଲଗ୍ ଧାତୁ=ଲାଗିଯିବା+କର୍ମ ତ) — ବୃଦ୍ଧ — Old
- ସଂ. ବିଣ (ବି+ଲଗ୍ ଧାତୁ=ଲାଗିଯିବା+କର୍ମ ତ) — କୃଶ — Emaciated; thin
- ସଂ. ବିଣ (ବି+ଲଗ୍ ଧାତୁ=ଲାଗିଯିବା+କର୍ମ ତ) — ବିଯୁକ୍ତ — Subtracted; separated
- ସଂ. ବିଣ (ବି+ଲଗ୍ ଧାତୁ=ଲାଗିଯିବା+କର୍ମ ତ) — ହୁଗୁଳା; ଶ୍ଳଥ — Slack; loosened
- ସଂ. ବି — କଟିଦେଶ — Waist; loins
- ସଂ. ବି — ଜନ୍ମ— ଲଗ୍ନ — The natal astrological mark or sign of a person
- ସଂ. ବି — ମେଷାଦି ଦ୍ୱାଦଶ ରାଶି — The 12 signs of the zodiac