ବିଲକ୍ଷିତ Bilakshita
- ଦେ. ବିଣ — ଉପମାର ଅଯୋଗ୍ୟ — Not deserving to be compared
- ଦେ. ବିଣ — [ଉ—ବିମାନେ ଯେ, ବିଲକ୍ଷିତ ହୋଇବେ ତାଙ୍କୁ—ଭଞ୍ଜ. ବୈଦେହୀଶବିଳାସ]
- ଦେ. ବିଣ — ସମାନ; ଯୋଗ୍ୟ — Equal; befitting
- ଦେ. ବିଣ — ତୁଳନୀୟ — Comparable
- ଦେ. ବିଣ — [ଉ—ବିଲକ୍ଷିତ କେଉଁ ରମ୍ଭା ଏହାରେ—ଭଞ୍ଜ. ବୈଦେହୀଶବିଳାସ।]