ବିଲକ୍ଷଣ Bilakshaṇa

  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ଲକ୍ଷଣ=ଚିହ୍ନ; ସ୍ୱରୂପ) — ଅସାଧାରଣ; ଅସାମାନ୍ୟ — Uncommon; extraordinary
  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ଲକ୍ଷଣ=ଚିହ୍ନ; ସ୍ୱରୂପ) — ବିଶିଷ୍ଟ — Particular
  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ଲକ୍ଷଣ=ଚିହ୍ନ; ସ୍ୱରୂପ) — (ଉ—ବିଲକ୍ଷଣ ବନ ବିହାର ଉତ୍ସବ ବେଳେ, ଯା ଦେଲୁ ପାଶୋରିରେ। କବିସୂର୍ଯ୍ୟ. କିଶୋରୀଚମ୍ପୂ ବ ଗୀତା।)
  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ଲକ୍ଷଣ=ଚିହ୍ନ; ସ୍ୱରୂପ) — ସ୍ୱତନ୍ତ୍ର; ଭିନ୍ନ; ପୃଥକ୍ — Separate
  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ଲକ୍ଷଣ=ଚିହ୍ନ; ସ୍ୱରୂପ) — ପରୀକ୍ଷକ; ଦର୍ଶକ — Examining; visiting
  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ଲକ୍ଷଣ=ଚିହ୍ନ; ସ୍ୱରୂପ) — ସ୍ପଷ୍ଟ — Clear
  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ଲକ୍ଷଣ=ଚିହ୍ନ; ସ୍ୱରୂପ) — ଅତି ସୁନ୍ଦର — Very fine
  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ଲକ୍ଷଣ=ଚିହ୍ନ; ସ୍ୱରୂପ) — ଉତ୍କୃଷ୍ଟ — Excellent
  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ଲକ୍ଷଣ=ଚିହ୍ନ; ସ୍ୱରୂପ) — ବିପରୀତ — Opposite
  • ଦେ. କ୍ରି. ବିଣ — ଉତ୍ତମରୂପେ — Very well
  • ଦେ. କ୍ରି. ବିଣ — ସୁନ୍ଦର—ରୂପେ — Nicely
  • ଦେ. କ୍ରି. ବିଣ — ସ୍ପଷ୍ଟଭାବରେ — Clearly