ବିରତି Birati
- ସଂ. ବି (ବି+ରମ୍ ଧାତୁ+ଭାବ. ତି) — ନିବୃତ୍ତ; ବିରାମ — Cessation; stoppage
- ସଂ. ବି (ବି+ରମ୍ ଧାତୁ+ଭାବ. ତି) — ଶାନ୍ତି — Peace; satiety
- ସଂ. ବି (ବି+ରମ୍ ଧାତୁ+ଭାବ. ତି) — ବିଶ୍ରାମ — Rest; relaxation
- ସଂ. ବି (ବି+ରମ୍ ଧାତୁ+ଭାବ. ତି) — ଅଭାବ — Want
- ସଂ. ବି (ବି+ରମ୍ ଧାତୁ+ଭାବ. ତି) — (ଉ— ସଂବେଶ ଅଶନ ବିରତିରେ। କବିସୂର୍ଯ୍ୟ କିଶୋରୀଚମ୍ପୂ କ, ଗୀତ।)
- ସଂ. ବି (ବି+ରମ୍ ଧାତୁ+ଭାବ. ତି) — ବିରାଗ — Aversion; dislike; disgust