ବିରଥ Biratha

  • ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଗତ+ରଥ) — ରଥଚ୍ୟୁତ — Deprived of a war-chariot, unseated
  • ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିଗତ+ରଥ) — (ଉ—ବିରଥ ହୋଇ ସେ ପଡ଼ିଛନ୍ତି ରଣାଙ୍ଗନେ। ମଧୂସୂଦନ କର୍ଣ୍ଣବଧ।)