ବିରଥୀ Birathī

  • ଦେ. ବିଣ. (ସଂ. ବିରଥ) — ରଥଚ୍ୟୁତ — Deprived of a war-chariot; unseated
  • ଦେ. ବିଣ. (ସଂ. ବିରଥ) — [ଉ—ପାଣ୍ଡବ ସୂତମାନେ ସମସ୍ତେ ମହାରଥୀ କେ ତାହାଙ୍କୁ କରିବ ମୋହର ବିରଥୀ। କୃଷ୍ଣସିଂହ ମହାଭାରତ ବନ।]
  • ଦେ. ବିଣ. (ସଂ. ବିରଥ) — ସାରଥି ହୀନ — Deprived of a charioteer
  • ଦେ. ବିଣ. (ସଂ. ବିରଥ) — [ଉ—ମୋହ ଯାଇଣ ରାବଣ ହୋଇଲେ ବିରଥୀ, ଦେଖି ମନେ ମନେ ବିଚାରନ୍ତି ଦାଶରଥୀ। ବିଶ୍ୱନାଥ, ବିଚିତ୍ରରାମାୟଣ।]