ବିଯୋଗ Biyoga
- ସଂ. ବି (ବି+ଯୁଜ୍ ଧାତୁ+ ଭାବ. ଅ) — ବିଚ୍ଛେଦ; ବିରହ — 1. Bereavement; separation; disunion
- ସଂ. ବି (ବି+ଯୁଜ୍ ଧାତୁ+ ଭାବ. ଅ) — ଅଭାବ — Want
- ସଂ. ବି (ବି+ଯୁଜ୍ ଧାତୁ+ ଭାବ. ଅ) — (ଗଣିତ) ଏକ ରାଶିରୁ ଅନ୍ୟ ରାଶିକୁ ବାଦ୍ ଦେବା; ଫେଡ଼ାଣ — (mathematics) Subtraction
- ଦେ. ବି — ମୃତ୍ୟୁ — Death
- ଦେ. ବି — ବିନାଶ — Destruction
- ଦେ. ବି — [ଉ—ରମଣୀମଣିକି ଯୋଗେ ଚାହିଁଲେ; ଯୋଗ ବିଯୋଗ ହୋଇବ ଧ୍ୟାଇଲେ। ଭଞ୍ଜ. କୋଟୀବ୍ରହ୍ମାଣ୍ଡ— ସୁନ୍ଦରୀ]
- ଦେ. ବିଣ. — ବିରହିତ — Destitute of
- ଦେ. ବିଣ. — [ଉ— ତେଜିଲି ଧର୍ମ କାମ ଭୋଗ, ସକଳ ସୁଖେ ମୁଁ ବିଯୋଗ। ଜଗନ୍ନାଥ ଭାଗବତ।]