ବିଯୁତ Bij̄uta
- ସଂ. ବିଣ. (ବି+ ଯୁଜ୍ ଧାତୁ+ କର୍ମ. ତ) — ବିରହିତ — Bereft of; destitute of
- ସଂ. ବିଣ. (ବି+ ଯୁଜ୍ ଧାତୁ+ କର୍ମ. ତ) — ବିଚ୍ଛିନ୍ନ — Separated
- ସଂ. ବିଣ. (ବି+ ଯୁଜ୍ ଧାତୁ+ କର୍ମ. ତ) — ତ୍ୟକ୍ତ — Left; abandoned
- ସଂ. ବିଣ. (ବି+ ଯୁଜ୍ ଧାତୁ+ କର୍ମ. ତ) — ବ୍ଯବକଳିତ; ବିଶ୍ଳିଷ୍ଟ — Subtracted; minus