ବିଯୋଗୀ Biyogī

  • ସଂ. ବିଣ. ପୁଂ [ବିଯୋଗିନ୍; 1 ମା. 1 ବ; ବିଯୋ— (ୟୋ)ଗ+ଇନ୍] — ପୃଥକ୍ଭୂତ୍ — Destitute; bereft
  • ସଂ. ବିଣ. ପୁଂ [ବିଯୋଗିନ୍; 1 ମା. 1 ବ; ବିଯୋ— (ୟୋ)ଗ+ଇନ୍] — ବିରହୀ; ବିଚ୍ଛେଦ ଯୁକ୍ତ — Separeted from one's beloved
  • ସଂ. ବିଣ. ପୁଂ [ବିଯୋଗିନ୍; 1 ମା. 1 ବ; ବିଯୋ— (ୟୋ)ଗ+ଇନ୍] — ଯାହାର ସ୍ତ୍ରୀ ମରିଯାଇଅଛି — Surviving one's wife
  • ସଂ. ବି — ଚକ୍ରବାକ ପକ୍ଷୀ — The ruddy drake; Anas Casaroa