ବିୟଚ୍ଚାରୀ Biyachchārī

  • ସଂ. ବିଣ. ପୁଂ (ବିୟଚ୍ଚାରିନ୍ 1 ମା. 1 ବ. ବିୟତ୍+ ଚାରିନ୍) — ଆକାଶଚାରୀ — Roaming in the sky
  • ସଂ. ବିଣ. ପୁଂ (ବିୟଚ୍ଚାରିନ୍ 1 ମା. 1 ବ. ବିୟତ୍+ ଚାରିନ୍) — ଉଡୁଥିବା — Flying
  • ସଂ. ବି — ଚିଲପକ୍ଷୀ — The kite; Falco Ater