ବିଯୋଗିବା Biyogibā

  • ଦେ. କ୍ରି — ନିଯୁକ୍ତ କରିବା — To engage
  • ଦେ. କ୍ରି — [ଉ—ବିଯୋଗିଲେ ଚନ୍ଦ୍ର ଦୀପ୍ୟମାନ କୁମ୍ଭରାଶି ଭଞ୍ଜ. ବୈଦେହୀଶବିଳାସ।]
  • ଦେ. କ୍ରି — ବିଯୁକ୍ତ କରିବା — To subtract; to separate