ବିଯୋଜିତ Biyojita
- ସଂ. ବିଣ. (ବି+ଯୁଜ୍ ଧାତୁ ଣିଚ୍+ କର୍ମ. ତ) — ବିଚ୍ଛେଦ ପ୍ରାପିତ — Caused to be sepa- ted
- ସଂ. ବିଣ. (ବି+ଯୁଜ୍ ଧାତୁ ଣିଚ୍+ କର୍ମ. ତ) — ବିଶ୍ଳିଷ୍ଟ — Disunited
- ସଂ. ବିଣ. (ବି+ଯୁଜ୍ ଧାତୁ ଣିଚ୍+ କର୍ମ. ତ) — ଶୂନ୍ଯୀ— କୃତ — Deserted; vacated
- ସଂ. ବିଣ. (ବି+ଯୁଜ୍ ଧାତୁ ଣିଚ୍+ କର୍ମ. ତ) — ବିରହିତ — Destitute