ବିଯାତ Bij̄āta

  • ସଂ. ବିଣ. ପୁଂ (ବି=ନିଷେଧ+ଯାତ=ଈପ୍ସିତ; ଯେ ନିଷିଦ୍ଧ ବିଷୟ ପ୍ରତି ଇଚ୍ଛା କରେ) — ଧୃଷ୍ଟ; ପ୍ରଗଳ୍ଭ — Audacious; impudent
  • ସଂ. ବିଣ. ପୁଂ (ବି=ନିଷେଧ+ଯାତ=ଈପ୍ସିତ; ଯେ ନିଷିଦ୍ଧ ବିଷୟ ପ୍ରତି ଇଚ୍ଛା କରେ) — ନିର୍ଲ୍ଲଜ — Shameless
  • ସଂ. ବିଣ. ପୁଂ (ବି=ନିଷେଧ+ଯାତ=ଈପ୍ସିତ; ଯେ ନିଷିଦ୍ଧ ବିଷୟ ପ୍ରତି ଇଚ୍ଛା କରେ) — ଅଶିଷ୍ଟ; ଅଭଦ୍ର — Impolite; rude