ବିମ୍ଭର Bimbhara
- ଗ୍ରା. ବି—(ସଂ. ବିବର) — ଗହ୍ୱର; ବିବର — Hole
- ଗ୍ରା. ବି—(ସଂ. ବିବର) — [ଉ—ସୁଚିରକାଳ ଥାଇ ଜଳେ, ନାସାବିମ୍ବର ବାୟୁ ବଳେ। ଜଗନ୍ନାଥ. ଭାଗବତ।]
- ଗ୍ରା. ବି—(ସଂ. ବିବର) — ବଡ଼ ବଡ଼ ମାଛ ଡିମ୍ବ ପାରିବା ପାଇଁ ଜଳାଶୟ ଗର୍ଭରେ କରିଥିବା ଗାତ — Holes made by big fishes in the bottom of tanks for laying eggs or roe
- ଗ୍ରା. ବି—(ସଂ. ବିବର) — କୂଅର ତଳିରେ ଫୁଟିଯିବା ଜଳୋଦ୍ଗାରକ ଗର୍ତ୍ତ — A hole in the bottom of a well through which the subterranean water up