ବିମ୍ସ Bim-s
- ବୈଦେ. ବି (ନାମ) — ସର୍ ଜନ୍ ବିମ୍ସ; ପ୍ରସିଦ୍ଧ ପ୍ରାଚ୍ୟ ଭାଷା ତତ୍ତ୍ୱ— ବିଦ୍ ସ୍ୱର୍ଗୀୟ ଇଂରାଜ ପଣ୍ଡିତ — Sir John Beams, the great philologist of Indian languages
- ବୈଦେ. ବି (ନାମ) — [ଦ୍ର—ଏ ଭାରତରେ ସିଭିଲ୍ ସର୍ଭିସ୍ରେ ଉଚ୍ଚ ଚାକିରି କରିଥିଲେ। ଏ କଟକର ଓ ବାଲେଶ୍ୱରର କଲେକ୍ଟର ଓ ପରେ ଓଡ଼ିଶାର କମିସନର୍ ହୋଇଥିଲେ। ଏହାଙ୍କ ସଙ୍କଳିତ ହିନ୍ଦୀ, ଓଡ଼ିଆ, ବଙ୍ଗଳା ଓ ଗୁଜରାତୀ ଭାଷାର ତୁଳନାମୂଳକ ବ୍ୟାକରଣ ପ୍ରସିଦ୍ଧ ପ୍ରାମାଣିକ ଗ୍ରନ୍ଥ ଅଟେ।]