ବିମ୍ଳାନ Bimḻāna

  • ସଂ. ବିଣ. (ବି+ମ୍ଳୈ ଧାତୁ+କର୍ତ୍ତୃ. ତ) — ନିର୍ମଳ — Bright
  • ସଂ. ବିଣ. (ବି+ମ୍ଳୈ ଧାତୁ+କର୍ତ୍ତୃ. ତ) — ଅମଳିନ — Unsoiled; unfaded
  • ସଂ. ବିଣ. (ବି+ମ୍ଳୈ ଧାତୁ+କର୍ତ୍ତୃ. ତ) — ତଟାକା — Fresh