ବିମୁଖ Bimukha
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିପରୀତ ଦିଗକୁ+ମୁଖ) — ପରାଙ୍ମୁଖ — Disnclined; with the face averted or turned back
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିପରୀତ ଦିଗକୁ+ମୁଖ) — ନିବୃତ୍ତ; ନିରସ୍ତ — Prevented; obstructed
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିପରୀତ ଦିଗକୁ+ମୁଖ) — ନିସ୍ପୃହ — Averse
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିପରୀତ ଦିଗକୁ+ମୁଖ) — ଅପ୍ରସନ୍ନ — Unpropitious; untoward
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିପରୀତ ଦିଗକୁ+ମୁଖ) — ମୁଖ ହୀନ — Faceless
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିପରୀତ ଦିଗକୁ+ମୁଖ) — ଉଦାସୀନ — Indifferent
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିପରୀତ ଦିଗକୁ+ମୁଖ) — ବିରୁଦ୍ଧ; ପ୍ରତିକୂଳ — Unfavourable; opposed
- ସଂ. ବିଣ. ପୁଂ (ବହୁବ୍ରୀହି; ବି=ବିପରୀତ ଦିଗକୁ+ମୁଖ) — ଅପ୍ରାପ୍ତ— ମନୋରଥ — One whose wish has not been fulfiled
- ଦେ. ବି — ଅପ୍ରସନ୍ନତା — Unfavourableness
- ଦେ. ବି — (ଉ—କାଳ ସକାଶରୁ ହେଉଛି ଦୁଃଖ ସୁଖ, କାଳ ଘେନି ହେଉଛି ସମୁଖ ବିମୁଖ। କୃଷ୍ଣସିଂହ ମହାଭାରତ ଶାନ୍ତି।)
- ଦେ. ବିଣ — ଦୁଃଖିତ — Sorry; sad; dejected; despoding
- ଦେ. ବିଣ — (ଉ—ଅନେକ ଦୂର ଜଳେ ଯାଇ, ବିମୁଖ ହୋଇ ଲେଉଟଇ। ଭୂପତି ପ୍ରେମପଞ୍ଚାମୃତ।)