ବିମୁଗ୍ଧ Bimugdha
- ସଂ. ବିଣ. ପୁଂ (ବି+ମୁହ୍ ଧାତୁ+କର୍ତ୍ତୃ. ତ) — ମୋହ— ପ୍ରାପ୍ତ — Stupefied
- ସଂ. ବିଣ. ପୁଂ (ବି+ମୁହ୍ ଧାତୁ+କର୍ତ୍ତୃ. ତ) — ସାଧାରଣ ଜ୍ଞାନ— ଶୂନ୍ଯ — Confused; bereft of one's natural senses
- ସଂ. ବିଣ. ପୁଂ (ବି+ମୁହ୍ ଧାତୁ+କର୍ତ୍ତୃ. ତ) — ସମ୍ପୂର୍ଣ୍ଣରୂପେ ମୁଗ୍ଧ; ଅତ୍ୟନ୍ତ ମୋହିତ — Fascinated; enamoured
- ସଂ. ବିଣ. ପୁଂ (ବି+ମୁହ୍ ଧାତୁ+କର୍ତ୍ତୃ. ତ) — ଭ୍ରାନ୍ତ — Mistaken; erring