ବିମୁଖାଇ Bimukhāi

  • ଦେ. (ପ୍ରାଚୀନ ପଦ୍ୟ) ବିଣ. (ସଂ. ବିମୁଖ) — ବିମୁଖ; ଦୁଃଖିତ — Sad; dejected
  • ଦେ. (ପ୍ରାଚୀନ ପଦ୍ୟ) ବିଣ. (ସଂ. ବିମୁଖ) — [ଉ—ଋତୁପର୍ଣ୍ଣ ରାଜା ତା ଶୁଣି ବିମୁଖାଇ, ହେଲା ପରି ବୋଇଲେ ଗଣ ଏବେ ଯାଇ—କୃଷ୍ଣସିଂହ ମହାଭାରତ ବନ।]