ବିମୁଦ୍ର Bimudra

  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ମୁଦ୍ରା=ମୋହର) — ବିକଶିତ — Expanded; opened
  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ମୁଦ୍ରା=ମୋହର) — ପ୍ରଫୁଲ୍ଲ — Smiling
  • ସଂ. ବିଣ. (ବହୁବ୍ରୀହି; ବି=ନାହିଁ+ମୁଦ୍ରା=ମୋହର) — ଯହିଁରେ ମୁଦ୍ରା ବା ମୋହର ବା ଚିହ୍ନ ନ ଥାଏ — Not sealed; unmarked